ଚକର ଛେଇଣ୍ଡା
Appearance
ଚକର ଛେଇଣ୍ଡା
ଉଚ୍ଚାରଣ
[ସମ୍ପାଦନା](ଚକରଛେଉଣ୍ଡୀ—ସ୍ତ୍ରୀ)
(ଚକରଛେଣ୍ଡା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଗ୍ରାମ୍ୟ - ବିଶେଷଣ - ପୁଂ. (ଗୋଳି) (ସଂ ଚକ୍ର ଓ ଛେଦନ)
[ସମ୍ପାଦନା]ବାସହୀନ; ବାରବୁଲା; ଛତରା; ଦୁଷ୍ଟ; ବଗୁଲିଆ —Wicked; one who has got no house of his own.
- ୨. ଯେଉଁ ପିଲା ଗର୍ଭରେ ଥିଲାବେଳେ ପିତା ବା ମାତା ମରି ଯାଇ ଥାଆନ୍ତି —୨. posthumous (child).
[ ଦ୍ର—ଅଶ୍ୱତ୍ଥାମା ଉତ୍ତରାଙ୍କ ଗର୍ଭକୁ ଶର ନିକ୍ଷେପ କଲାବେଳେ ଶ୍ରୀକୃଷ୍ଣ ଚକ୍ର ଉହାଡ଼ କରି ପରୀକ୍ଷିତଙ୍କୁ ରକ୍ଷା କରିଥିଲେ]