ଚକଲେଟ୍

ଉଇକିଅଭିଧାନ‌ରୁ

ଚକଲେଟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚୋକୋଲେଟ୍)[ସମ୍ପାଦନା]

କୋକାଓ ନାମକ କୃଷିଜାତ ଗୁଳ୍ମର ଫଳକୁ ଭାଜି, ଚୁରି ଓ ଜଳରେ ମିଶଇ ତିୟାରି କରାଯାଇଥିବା ଏକ ପ୍ରକର ଶିଶୁପ୍ରିୟ ମିଷ୍ଟାନ୍ନ —Chocolate.

[ ଦ୍ର—ଏ ଚୂନାର ବର୍ଣ୍ଣ ରକ୍ତାଭ ପାଣ୍ଡୁର ବା ପିଙ୍ଗଳ ବର୍ଣ୍ଣ ଥିବାରୁ ଚକଲେଟ୍ ବର୍ଣ୍ଣ (Chocolate colour) କହିଲେ ରକ୍ତାଭ ପାଣ୍ଡୁର ବର୍ଣ୍ଣ ବୁଝାଯାଏ