ଚକାଚକା ଭଉଁରି

ଉଇକିଅଭିଧାନ‌ରୁ

ଚକାଚକା ଭଉଁରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଚକାଚକାମହୁରି, ଚକାଚକାମାଉଲିଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର ଓ ଭ୍ରମ)[ସମ୍ପାଦନା]

୧. ଚକ୍ରାକାରରେ ଘୁରିବା — ୧. Whirling round; making circles.
୨. ପିଲାମାନଙ୍କର ଚକ୍ରାକାରରେ ବୁଲିବା ଏକପ୍ରକାର ଖେଳ — ୨. A Play of children whirling round or making circuits.

ଚକାଚକା ଭଉଁରି , ମାମୁଘର ଚଉଁରି ଶିଶୁଗୀତ