Jump to content

ଚକାଚକା ଭଉଁରି

ଉଇକିଅଭିଧାନ‌ରୁ

ଚକାଚକା ଭଉଁରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଚକାଚକାମହୁରି, ଚକାଚକାମାଉଲିଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର ଓ ଭ୍ରମ)

[ସମ୍ପାଦନା]
୧. ଚକ୍ରାକାରରେ ଘୁରିବା — ୧. Whirling round; making circles.
୨. ପିଲାମାନଙ୍କର ଚକ୍ରାକାରରେ ବୁଲିବା ଏକପ୍ରକାର ଖେଳ — ୨. A Play of children whirling round or making circuits.

ଚକାଚକା ଭଉଁରି , ମାମୁଘର ଚଉଁରି ଶିଶୁଗୀତ