ଚକାଛାଆଣି

ଉଇକିଅଭିଧାନ‌ରୁ

ଚକାଛାଆଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଚକାଛାଉଣି, ଚକାଛିଆଣି, ଚକାଛିଆଣି ଚକାଛୁଆଣିଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷ୍ୟ - (ଚକ୍ର+ଛାଦନ)[ସମ୍ପାଦନା]

ଚେକା ଛାଉଣି; ମାଟିବନ୍ଧଆଦି ପାଣିରେ ଧୋଇ ନ ଯିବା ଏଥିପାଇଁ ତହିଁ ଉପରେ ଘାସ ଆଦିର ଚେକା ବିଛାଇବା — Laying of turf on earth; turfing.