Jump to content

ଚକିଗୁଡ଼

ଉଇକିଅଭିଧାନ‌ରୁ

ଚକିଗୁଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆଖାରେ ଗୋଲାକାର ପୋଟଳା ପରି ବନ୍ଧା ହୋଇ ଥିବା ଗୁଡ଼ —Molasses made into round blocks and rolled in gunny-bags.

[ଦ୍ରଷ୍ଟବ୍ୟ —ଗୟା ଓ ବାସିଲି ଗଞ୍ଜାରେ ଏହିପରି ଗୁଡ଼ି ପ୍ରସ୍ଥୁତ ହୁଏ]