ଚକିତ
ଦେଖଣା
ଚକିତ
ଉଚ୍ଚାରଣ
[ସମ୍ପାଦନା](ଚକିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଚକ୍ ଧାତୁ=ଭୀତ ହେବା; ବ୍ୟାଘାତ କରିବା +କର୍ତ୍ତୃ. ତ)
[ସମ୍ପାଦନା]- ୧. ଭୀତ; ଭୟବ୍ୟାକୁଳ — ୧. Frightened; afraid.
ଚମକ ଚକିତ ଉଦାସୀ ହାସ୍ୟ ରୋଦନ ମିଶାମିଶି ଭୂପତି. ପ୍ରେମପଞ୍ଚାମୃତ
- ୨. ଭୟତ୍ରସ୍ତ; ଭୟ କମ୍ପିତ —୨. Trembling through fear; struck with fear.
- ୩. ଚମକି ପଡ଼ିଥିବା —୩. Startled; alarmed.
- ୪. ତୃପ୍ତି —୪. Satisfied.
- ୫. ଥରୁଥିବା —୫. Trembling.
- ୬. ଆଶ୍ଚର୍ଯ୍ୟାନ୍ୱିତ —୬. Wondering.
ସଂସ୍କୃତ - ବିଶେଷ୍ୟ - (+ଭାବ. ତ)
[ସମ୍ପାଦନା]ଭୟ —Fear; fright.