ଚକେ
ଚକେ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - କ୍ରି. ବିଶେଷଣ -[ସମ୍ପାଦନା]
- ୧. ଚକ ଥରେ ଘୁରିଯିବା ଦୁରତ୍ୱ — ୧. Space travelled by a wheel in one circuit.
ଚକେ ଗଲେ ବାରା ହାତ ତଗ
- ୨. ଚକାଏ; ମନୁଷ୍ୟ ବସିଥିବା ଭୂମିପରିମିତ — ୨. Measuring as much space as is occupied by a man sitting on the ground.
- ୩. ଚଉକେ (ଦେଖ) - ୩. Chauke (See)
ସମସ୍ତଙ୍କ ଦେହଯାକ ଧୂଳି କାଦୁଅ ବୋଳା, ମୁଣ୍ଡରେ ଚକେ ଚକେ ରୁଡ଼ ଫକୀରମୋହନ. ଗଳ୍ପସ୍ୱଳ୍ପ