ଚକୋର

ଉଇକିଅଭିଧାନ‌ରୁ

ଚକୋର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚକୋରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଚକ୍ ଧାତୁ ତୃପ୍ତ ହେବା+କର୍ତ୍ତୃ. ଓର; ଯେ ଚନ୍ଦ୍ର କିରଣ ପାନ କରି ତୃପ୍ତ ହୁଏ)[ସମ୍ପାଦନା]

ପାରାବତ ଜାତୀୟ ପଶ୍ଚିମ ହିମାଳୟସ୍ଥ ନଖର ପକ୍ଷୀ— ବିଶେଷ —The red-legged or Himalaya Patridge; Caccabis Chucar or Rubra; the greak Patridge (a gallinacious bird).

ଚକୋର ବିଧୁ—ଛବି ଦେଇ ଭଷତ ହରିଙ୍କ ଧ୍ୟାନେ ଧରି ଯଥା ଉକତ ରାଧାନାଥ. ତୁଳସୀସ୍ତବକ

[ଦ୍ରଷ୍ଟବ୍ୟ —ଏମାନେ ଲମ୍ୱାରେ ପ୍ରାୟ ଏକ ହାତ ହୁଅନ୍ତି, ଗୋଡ଼ ଲାଭ, ଚକ୍ଷୂ ସୂନ୍ଦର ସନ୍ଧ୍ୟା ସମୟରେ ଅନେକ ଚକୋର ଏକ ସଙ୍ଗରେ ରାବ କରନ୍ତି ଏଥିପାଇଁ ପ୍ରବାଦ ଅଛି ଯେ ଏମାନେ ଚନ୍ଦ୍ର କିରଣ ପାନ କରି ବଞ୍ଚନ୍ତି ଓ ଜ୍ୟୋସ୍ନା ଦେଖି ତୃପ୍ତ ହୁଅନ୍ତି]