ଚକୋରନୟନା
=== ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବହୁବ୍ରୀହି; ଚକୋର+ନୟନ+ଆ)
ଯେଉଁ ସ୍ତ୍ରୀର ଚକ୍ଷୁ ଚକୋର ଚକ୍ଷୂ ପରି ସୁନ୍ଦର — Fair eyed (waman).