ଚକ୍କର
ଚକ୍କର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ମସ୍ତକ ଘୂର୍ଣ୍ଣନ — ୧. Giddiness; dizziness.
- ୨. ପ୍ରଦକ୍ଷିଣ —୨. Walking round a thing; making circuit; circumambulation.
- ୩. ଘୋଡ଼ାର ଚକ୍ରାକାର ଗତି — ୩. Wheeling motion of the horse.
କାହିଁ ଅଶ୍ୱାରୋହୀ ଘେନି ଅଶ୍ୱବର କଦମେ କୁଲାଇ ଦିଅର ରାଧାନାଥ. ନନ୍ଦିକେଶ୍ୱରୀ
- ୪. ଘୋଡ଼ା ଦଉଡ଼ରେ ଚକ୍ରାକାର ଭୂଖଣ୍ଡ — ୪. The circuit of a race-course.