ଚକ୍କର ଖାଇବା
ଦେଖଣା
ଚକ୍କର ଖାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚକ୍କର ଖାଇବା
|
(ଚକ୍କର ଦେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମୁଣ୍ଡ ବୁଲାଇବା — ୧. To feel dizziness in the head.
- ୨. ଚକ୍ର ପରି ଘୂରିବା — ୨. To revolve round.
- ୩. ଘୋଡ଼ାକୁ ଚକ୍ରାକାର ଗତି କରାଇବା —୩. To make a horse perform a wheeling motion.
- ୪. ଚକ୍ରାକାର ବିସ୍ତୃତ ଭୂଖଣ୍ଡରେ ବୃତ୍ତାକାର ଆୟତନରେ ଘୋଡ଼ାକୁ ଦଉଡ଼ାଇ ଆଣି ସ୍ୱସ୍ଥାନରେ ପହଞ୍ଚାଇବା — ୪. To make the horse run over a large circuit.