ଚକ୍ରଚର

ଉଇକିଅଭିଧାନ‌ରୁ

ଚକ୍ରଚର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - ପୁଂ. (ଚକ୍ର+ଚର+ଧାତୁ+ଅ)[ସମ୍ପାଦନା]

ଚକ ପରି ବୁଲୁଥିବା — Whirling; moving in a circle.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ଐନ୍ଦ୍ରଜାଲିକ — ୧. A juggler; a magician.
୨. ତେଲୀ (ହିନ୍ଦୀ - ଶବ୍ଦସାଗର) —୨. Oilman.
୩. କୁମ୍ଭାର (ହିନ୍ଦୀ - ଶବ୍ଦସାଗର) —୩. Potter.