ଚକ୍ରଚର
ଦେଖଣା
ଚକ୍ରଚର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ଚକ୍ର+ଚର+ଧାତୁ+ଅ)
[ସମ୍ପାଦନା]ଚକ ପରି ବୁଲୁଥିବା — Whirling; moving in a circle.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଐନ୍ଦ୍ରଜାଲିକ — ୧. A juggler; a magician.
- ୨. ତେଲୀ (ହିନ୍ଦୀ - ଶବ୍ଦସାଗର) —୨. Oilman.
- ୩. କୁମ୍ଭାର (ହିନ୍ଦୀ - ଶବ୍ଦସାଗର) —୩. Potter.