ଚକ୍ରଦଣ୍ଡ

ଉଇକିଅଭିଧାନ‌ରୁ

ଚକ୍ରଦଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର କସରତ ବା ଦଣ୍ଡ (ହିନ୍ଦୀ - ଶବ୍ଦସାଗର) — A kind of physical exercise.

[ଦ୍ରଷ୍ଟବ୍ୟ —ଏଥିରେ ସାଧକ ଦୁଇ ହାତକୁ ଭୂମିରେ ଲଗାଇ ଥରେ ଦଣ୍ଡ କରିବା ପରେ ଦୁଇ ଗୋଡ଼କୁ ଉଠାଇ ଏକ ହାତକୁ ଟେକି ଦେଇ ଗୋଡ଼କୁ କୁମ୍ଭାର ଚକ୍ର ପରି ଯଥାକ୍ରମେ ବାମ ଓ ଡାହାଣ ହାତ ତଳେ ବୁଲାଇ ଆଣନ୍ତି]