ଚକ୍ରଧର

ଉଇକିଅଭିଧାନ‌ରୁ

ଚକ୍ରଧର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚକ୍ରଧାରୀ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷଣ - (ଚକ୍ର+ଧୃ ଧାତୁ+କର୍ତ୍ତ. ଅ)[ସମ୍ପାଦନା]

୧. ଚକ୍ରରୂପ ଅସ୍ତ୍ର ଧରିଥିବା —୧. Holding a discus or wheel as a weapon.
୨. ଯାହାର ଚକ୍ର ଥାଏ —୨. Wheeled.

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)[ସମ୍ପାଦନା]

୧. ବିଷ୍ଣୁ —୧. Bishṇu.
୨. ରାଜା —୨. King.
୩. ମଣ୍ଡଳାଧିପ — ୩. The ruller or chief of a province.
୪. ସର୍ପ —୪. Serpent; snake.
୫. କୁମ୍ଭାର —୫. Potter.
୬. କୁହୁକିଆ; ଐନ୍ଦ୍ରଜାଲିକ — ୬. A jugger; magician.
୭. ଚକ୍ରାସ୍ତ୍ରଧାରଣକାରୀ ବ୍ୟକ୍ତି — ୭. One who holds the discus (weapon).
୮. ଗ୍ରାମପୁରୋହିତ (ହିନ୍ଦୀ - ଶବ୍ଦସାଗର) — ୮. The priest of a village.
୯. ଗ୍ରାମ ବା ନଗରର ଅଧିପତି (ହିନ୍ଦୀ - ଶବ୍ଦସାଗର) — ୯. The chief of a village or town.
୧. ରାଗବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୦. Name of musical tune.

[ଦ୍ରଷ୍ଟବ୍ୟ —ଏହା ନଟ ରାଗପରି ଷାଡ଼ବଜାତିର ରାଗ ଏହି ଷଡ୍କ ସ୍ୱରରୁ ଆରମ୍ଭ ହୁଏ ଓ ଏଥିରେ ପଞ୍ଚମସ୍ୱର ଲାଗେ ନାହିଁ ଏହା ସନ୍ଧ୍ୟା ସମୟରେ ଗୀତ ହୁଏ]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ଲୋକଙ୍କ ନାମ —Name given to males.