ଚକ୍ରଧାରା
ଦେଖଣା
ଚକ୍ରଧାରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚକ୍ର+ଧାରା)
[ସମ୍ପାଦନା]- ୧. ଚକର ପରିଧି — ୧. Periphery of a wheel.
- ୨. ୧୧: ଶତାବ୍ଦୀ ଠାରୁ ୧୫: ଶତାବ୍ଦୀ ମଧ୍ୟରେ ଚରିତ ଯନ୍ତ୍ର ଚିନ୍ତାମଣି ନାମକ ବେଧ ଗ୍ରନ୍ଥ —Name of an astronomical treatise.
[ଦ୍ରଷ୍ଟବ୍ୟ —ଏହାଙ୍କ ଯନ୍ତ୍ର ତୂରୀୟ ଯନ୍ତ୍ର —Quadrant.]