ଚକ୍ରନାୟକ

ଉଇକିଅଭିଧାନ‌ରୁ

ଚକ୍ରନାୟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚକ୍ର+ନାୟକ)[ସମ୍ପାଦନା]

୧. ସେନାପତି — ୧. Leader of a troop.
୨. ସୁଗନ୍ଧିବିଶେଷ; ନଖୀ —୨. A kind of perfume.