ଚକ୍ରପାଳ

ଉଇକିଅଭିଧାନ‌ରୁ

ଚକ୍ରପାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଚକ୍ର+ପାଳି ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ପ୍ରାଦେଶିକ ଶାସନକର୍ତ୍ତା —୧. Provincial Governor.
୨. ବିଶିଷ୍ଟ ସେନା ଦଳର ଅଧ୍ୟକ୍ଷ; ସୁବାଦାର — ୨. Officer in charge of a division of army.
୩. ଦିଗବଳୟ —୩. Horizon.
୪. ବୃତ୍ତ —୪. Circle.
୫. ଚକ୍ରାସ୍ତ୍ରାଧାରୀ ବ୍ୟକ୍ତି — ୫. A person armed with a discus.
୬. ଶୁଦ୍ଧରାଗର ଏକଭେଦ (ହିନ୍ଦୀ - ଶବ୍ଦସାଗର) — ୬. A musical tune.