ଚକ୍ରବନ୍ଧ
ଦେଖଣା
ଚକ୍ରବନ୍ଧ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବିଶେଷ୍ୟ -
[ସମ୍ପାଦନା]- ୧. ଗତିବନ୍ଧବିଶେଷ —୧. A particular pose during copulation.
ଚକ୍ରବନ୍ଧକୁ ବିଚାରି ଚିତ୍ତରେ—ଗୋଲୋକ. ଇନ୍ଦୁରେଖା
- ୨. ଛନ୍ଦୋବଦ୍ଧ ରଚନାବିଶେଷ; ଚିତ୍ରକାବ୍ୟବିଶେଷ — ୨. A sort of artistic composition.
ଚକ୍ର ବନ୍ଧେ ଅଧୀରେ ସ୍ତବ କରେ ଗୋଲୋକ. ଇନ୍ଦୁରେଖା
[ ଦ୍ର—ଏଥିରେ ପଦମାନଙ୍କ ଅକ୍ଷରମାନ ଚକ୍ରାକାର ହୋଇ ସଜ୍ଜିତ ହୁଏ ]