ଚକ୍ରବନ୍ଧ

ଉଇକିଅଭିଧାନ‌ରୁ

ଚକ୍ରବନ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବିଶେଷ୍ୟ -[ସମ୍ପାଦନା]

୧. ଗତିବନ୍ଧବିଶେଷ —୧. A particular pose during copulation.

ଚକ୍ରବନ୍ଧକୁ ବିଚାରି ଚିତ୍ତରେ—ଗୋଲୋକ. ଇନ୍ଦୁରେଖା

୨. ଛନ୍ଦୋବଦ୍ଧ ରଚନାବିଶେଷ; ଚିତ୍ରକାବ୍ୟବିଶେଷ — ୨. A sort of artistic composition.

ଚକ୍ର ବନ୍ଧେ ଅଧୀରେ ସ୍ତବ କରେ ଗୋଲୋକ. ଇନ୍ଦୁରେଖା

[ ଦ୍ର—ଏଥିରେ ପଦମାନଙ୍କ ଅକ୍ଷରମାନ ଚକ୍ରାକାର ହୋଇ ସଜ୍ଜିତ ହୁଏ ]