ଚକ୍ରବର୍ତ୍ତୀ

ଉଇକିଅଭିଧାନ‌ରୁ

ଚକ୍ରବର୍ତ୍ତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚକ୍ରବର୍ତ୍ତିନୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ଚକ୍ର+ବୃତ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)[ସମ୍ପାଦନା]

୧. ସମ୍ରାଟ; ସାର୍ବଭୌମ; ଆସମୁଦ୍ରାନ୍ତ ଭୂମିର ଅଧିପତି ୧. Emperor.
୨. (ଲକ୍ଷଣାର୍ଥ) ବହୁ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଧାନ ବା ଅଧ୍ୟକ୍ଷ ବା ଅଗ୍ରଣୀ —୨. (fig) A chief or head of many persons; the foremost person; a leader amongst men.
୩. ବାସ୍ତୁକ ନାମକ ଶାକ; ବଥୁଆ (ହିନ୍ଦୀ - ଶବ୍ଦସାଗର) — ୩. A kind of pot herb.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବଙ୍ଗୀୟ ବ୍ରାହ୍ମଣଙ୍କ ବଂଶୋପାଧି ବିଶେଷ — A title of Bengali Brahmin.