ଚକ୍ରବାନ୍

ଉଇକିଅଭିଧାନ‌ରୁ

ଚକ୍ରବାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ଚକ୍ର+ବତ୍ ୧ମା. ୧ବ.)[ସମ୍ପାଦନା]

୧. ଚକ୍ରଧର — ୧. Armed with discus.
୨. ଯାହାର ଚକ୍ର ଥାଏ; ଚକ୍ରବିଶିଷ୍ଟ —୨. Wheeled.
୩. ଗୋଲାକାର —୩. Round; circular.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ତେଲି —୧. Oilman.
୨. ସମ୍ରାଟ —୨. Emperor.
୩. ବିଷ୍ଣୁ —୩. A name of a Bishṇu.
୪. ପୌରାଣିକ ପର୍ବତବିଶେଷ (ହିନ୍ଦୀ - ଶବ୍ଦସାଗର) — ୪. Name of a legendary mountain.

[ ଦ୍ର—ଏହି ପର୍ବତରେ ବିଷ୍ଣୁ ଦ୍ୱୟଗ୍ରୀବ ଓ ପଞ୍ଚଳନ ଦୈତ୍ୟ— ଦ୍ୱୟଙ୍କୁ ବଧ କରି ସେମାନଙ୍କଠାରୁ ଯଥାକ୍ରମେ ଚକ୍ର ଓ ଶଙ୍ଖ ଆୟୁଧ ଆଣିଥିଲେ ]