ଚକ୍ରବାନ୍
ଦେଖଣା
ଚକ୍ରବାନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଚକ୍ର+ବତ୍ ୧ମା. ୧ବ.)
[ସମ୍ପାଦନା]- ୧. ଚକ୍ରଧର — ୧. Armed with discus.
- ୨. ଯାହାର ଚକ୍ର ଥାଏ; ଚକ୍ରବିଶିଷ୍ଟ —୨. Wheeled.
- ୩. ଗୋଲାକାର —୩. Round; circular.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ତେଲି —୧. Oilman.
- ୨. ସମ୍ରାଟ —୨. Emperor.
- ୩. ବିଷ୍ଣୁ —୩. A name of a Bishṇu.
- ୪. ପୌରାଣିକ ପର୍ବତବିଶେଷ (ହିନ୍ଦୀ - ଶବ୍ଦସାଗର) — ୪. Name of a legendary mountain.
[ ଦ୍ର—ଏହି ପର୍ବତରେ ବିଷ୍ଣୁ ଦ୍ୱୟଗ୍ରୀବ ଓ ପଞ୍ଚଳନ ଦୈତ୍ୟ— ଦ୍ୱୟଙ୍କୁ ବଧ କରି ସେମାନଙ୍କଠାରୁ ଯଥାକ୍ରମେ ଚକ୍ର ଓ ଶଙ୍ଖ ଆୟୁଧ ଆଣିଥିଲେ ]