ଚକ୍ରବିଷାଇ

ଉଇକିଅଭିଧାନ‌ରୁ

ଚକ୍ରବିଷାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଚକ୍ରବିଷେଇ, ଚକ୍ରବିଷୋଈଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ଇଂରାଜ ଗଭର୍ଣ୍ଣମେଣ୍ଟଙ୍କ ବିପକ୍ଷରେ ମେଳି କରିଥିବା ଜଣେ ସର୍ଦ୍ଦାର —Name of an Oria warrior of Ghumsar who headed the rebellion against the British in ୧୮୩୬.

[ ଦ୍ର—୧୮୩୬: ଖ୍ରୀଷ୍ଟାବ୍ଦରେ ଘୁମୁସର ଇଂରାଜମାନଙ୍କର ହସ୍ତଗତ ହେବାର ୨ ବର୍ଷ ପରେ ଏ ଘୁମୁସର ରାଜ୍ୟରେ ମେଳି କରାଇଥିଲେ କିନ୍ତୁ ପରାସ୍ତ ହୋଇ ପ୍ରାଣଦଣ୍ତ ପାଇଥିଲେ ]