ଚକ୍ରବୃଦ୍ଧି

ଉଇକିଅଭିଧାନ‌ରୁ

ଚକ୍ରବୃଦ୍ଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚକ୍ର+ବୃଦ୍ଧି)[ସମ୍ପାଦନା]

୧. ବୃଦ୍ଧିର ବୃଦ୍ଧି; ସୁଧ ଉପରେ ସୁଧ —୧. Compound interest; interest upon interest.

[ ଦ୍ର—ଖାତକ ନିର୍ଦ୍ଧାରିତ ସମୟ ମଧ୍ୟରେ ସୁଧ ନ ଶୁଝିଲେ ଉକ୍ତ ସୁଧ ମୂଳଧନ ସଙ୍ଗେ ମିଶି ତହିଁ ଉପରେ ସୁଧ ଚଢ଼େ ]

୨. ଗାଡ଼ିରେ ଜିନିଷ ବୋହିବା ପାଇଁ ଭଡ଼ା — ୨. Wages paid for transportation of things in a carriage.