ଚକ୍ରଭ୍ରମ

ଉଇକିଅଭିଧାନ‌ରୁ

ଚକ୍ରଭ୍ରମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚକ୍ରଭ୍ରମି—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ଚକ୍ର+ଭ୍ରମ)[ସମ୍ପାଦନା]

୧. (୬ଷ୍ଠୀ ତତ୍) ଚକର ଘୂରିବା — ୧. Revolution of a wheel.
୨. (ବହୁବ୍ରୀହ) କୁନ୍ଦିବା ଯନ୍ତ୍ର; ଶାଖଯନ୍ତ୍ର — ୨. Turning lath.
୩. ଚକି —୩. Grind stone.