ଚକ୍ରମଣ୍ତଳୀ

ଉଇକିଅଭିଧାନ‌ରୁ

ଚକ୍ରମଣ୍ତଳୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଚକ୍ର+ମଣ୍ତଳ+ଇନ୍; ୧ମା. ୧ବ.)[ସମ୍ପାଦନା]

୧. ଗୋଖୁରସାପ (ଯାହା ଫଣାରେ ଚକ୍ର ଚିହ୍ନ ଥାଏ) —୧. A species of cobra (having circlets on the fang).
୨. ଅଜଗର ସାପ (ହିନ୍ଦୀ - ଶବ୍ଦସାଗର) — ୨. Boa constrictor.