ଚକ୍ରମୁଣୋହି

ଉଇକିଅଭିଧାନ‌ରୁ

ଚକ୍ରମୁଣୋହି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଜଗନ୍ନାଥ ମନ୍ଦିରର ନୀଳଚକ୍ରକୁ ଦେଖାଇ ଦେବତାଙ୍କ ନାମରେ ଉତ୍ସର୍ଗୀକୃତ ଭୋଗ —The offerings made to the diety Jagannātha by showing to the discus over the temple.

[ ଦ୍ର—ଯାତ୍ରା ଆଦିର ଭିଡ଼ ସମୟରେ ଜଗନ୍ନାଥଙ୍କ ଛାମୁକୁ ଯାଇଁ ନୈବେଦ୍ୟ ଦେବାର ସୁଯୋଗ ନ ମିଳିଲେ ଏପରି କରାଯାଏ]