ଚକ୍ରମୁଦ୍ରା

ଉଇକିଅଭିଧାନ‌ରୁ

ଚକ୍ରମୁଦ୍ରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଚକ୍ର+ମୁଦ୍ରା)[ସମ୍ପାଦନା]

୧. ଦେବପୂଜା କାଳୀନ କରମୁଦ୍ରା— ବିଶେଷ —୧. A pose of the palms of the hands joined together like a circle used during worship.
୨. ବିଷ୍ଣୁଙ୍କ ଚକ୍ରାଦି ଆୟୁଧର ଛାପା ଯାହା ଭକ୍ତମାନେ ଦେହରେ ଘେନନ୍ତି —୨. The marks of the weapons of Bishṇu which are stamped on the body of his devotees.

[ ଦ୍ର—ଏହା ଦୁଇ ପ୍ରକାର ୧ ତପ୍ତମୁଦ୍ରା=ଦ୍ୱାରକାଛାପା; ୨ ଶୀତଳମୁଦ୍ରା=ଚନ୍ଦନାଦି ଦେହରେ ଛାପା ]