ଚକ୍ରସିଂହାବଲୋକନ

ଉଇକିଅଭିଧାନ‌ରୁ

ଚକ୍ରସିଂହାବଲୋକନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶବ୍ଦାଳଙ୍କାରବିଶେଷ; ଚିତ୍ରକାବ୍ୟ— ବିଶେଷ —A kind of artistic composition.

[ ଦ୍ର—ଏକ ଶବ୍ଦ ନେଇ ସିଂହାବଲୋକନ ଅଳଙ୍କାର ଏକାଧିକ ପଦରେ କିମ୍ୱା ସମ୍ପୂର୍ଣ୍ଣ ଛାନ୍ଦରେ ଥିଲେ ତାହାକୁ ଚକ୍ରସିଂହାବଲୋକନ କହନ୍ତି ଏଥିର ଉଦାହରଣ ଭଞ୍ଜ. ବୈଦେହୀଶବିଳାସ କ୍ରିଂଶ ଛାନ୍ଦରେ ଅଛି ]