ଚକ୍ରାଟ

ଉଇକିଅଭିଧାନ‌ରୁ

ଚକ୍ରାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଚକ୍ର+ଗ୍ରାମସମୂହ+ଅଟ ଧାତୁ=ଭ୍ରମଣ କରିବା+ କର୍ତ୍ତୃ. ଅ)[ସମ୍ପାଦନା]

୧. ଠକ; ପ୍ରତାରକ — ୧. A knave; a cheat; a rogue.
୨. ଐନ୍ଦ୍ରଜାଲିକ; କୁହୁକିଆ —୨. A juggler.
୩. ସାପୁଆ କେଳା —୩. A snake charmer.
୪. ସ୍ୱର୍ଣ୍ଣମୁଦ୍ରା; ଦିନାର୍ —୪. A gold coin.