Jump to content

ଚକ୍ରାନ୍ତ

ଉଇକିଅଭିଧାନ‌ରୁ

ଚକ୍ରାନ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଚକ୍ର+ଅନ୍ତ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଷଡ଼ଯନ୍ତ୍ର; କୁମନ୍ତ୍ରଣା; ପରର ଅନିଷ୍ଟ ସାଧନାର୍ଥ ଗୁପ୍ତ ମନ୍ତ୍ରଣା — ୧. Evil plot; conspiracy.
୨. ମେଳି —୨. Combination.