ଚକ୍ରାବର୍ତ୍ତ

ଉଇକିଅଭିଧାନ‌ରୁ

ଚକ୍ରାବର୍ତ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -(ଚକ୍ର+ଆବର୍ତ୍ତ)[ସମ୍ପାଦନା]

୧. ଚକାଭଉଁରି; ଘୂର୍ଣ୍ଣନ; ମଣ୍ତଳାକାର ଭ୍ରମଣ; ଚକ ପରି ଘାଉଁରି ଖାଇବା — ୧. Whirling motion; movement in a circle.
୨. ପରିକ୍ରମା —୨. Walking in a circuit; circumambulation.