ଚକ୍ର ଉହାଡ଼ କରିବା
(ଚକ୍ର ଉହାଡ଼ିବା—ଅନ୍ୟରୂପ)
ଚକ୍ରାସ୍ତ୍ରକୁ ଟେକି ଧରି ଚକ୍ର ତଳେ ମନୁଷ୍ୟକୁ ଶତ୍ରୁର ଅସ୍ତ୍ରରୁ ରକ୍ଷା କରିବା —To protect a person from danger by extending the discus over him.