Jump to content

ଚଙ୍କାଇବା

ଉଇକିଅଭିଧାନ‌ରୁ

ଚଙ୍କାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଚଙ୍କେଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଚଙ୍କ୍ରମ ଧାତୁର ଣିଜନ୍ତ)

[ସମ୍ପାଦନା]
୧. ଚଙ୍କିବା କ୍ରିୟାର ଣିଜନ୍ତ ରୂପ — ୧. Causative of Chaṅkibā.
୨. ଘୁଞ୍ଚାଇବା; ସ୍ଥାନଚ୍ୟୁତ କରିବା —To displace; to cause to budge.