ଚଞ୍ଚଳ

ଉଇକିଅଭିଧାନ‌ରୁ

ଚଞ୍ଚଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚଞ୍ଚଳା—ସ୍ତ୍ରୀ) 

ଚଞ୍ଚଳତା, ଚଞ୍ଚଳତ୍ୱବିଶେଷ୍ୟ -

  • (file)
  • (file)

ସଂସ୍କୃତ - ବିଶେଷଣ - (ଚଳ ଧାତୁ ପୁନଃ ପୁନଃ ଅର୍ଥରେ ଯଙଲୁଗନ୍ତ ଚଞ୍ଚଳ ଧାତୁ+ କର୍ତ୍ତୃ. ଅ)[ସମ୍ପାଦନା]

୧. ଗତିଶୀଳ — ୧. Moving.
୨. ଅସ୍ଥିର —୨. Restless; unsteady; fickle; unstable.
୩. ଅବ୍ୟବସ୍ଥିତ; ଅଧୀର —୩. Capricious.
୪. ଚପଳ —୪. Hasty.
୫. ଥରୁଥିବା —୫. Trembling; tremulous.
୬. କମ୍ପିତ; ହଲୁଥିବା —୬. Shaking; oscillating.
୭. ତ୍ୱରିତ —୭. Quick; brisk.
୮. ବିଚଳିତ —୮. Moving; shifting.
୯. ଲୋଲୁପ —୯. Convetuous.
୧. ଲମ୍ପଟ —୧୦. Adulterous.
୧୧. ଚିନ୍ତାନ୍ୱିତ; ଉଦ୍ୱିଗ୍ନ —୧୧. Anxious.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ବାୟୁ —୧. Air.
୨. ପ୍ରେମିକ ବ୍ୟକ୍ତି; ନାଗର —୨. Lover.
୩. ରସିକ ବ୍ୟକ୍ତି —୩. A libertine.

ଦେଶଜ - ବିଶେଷ୍ୟ -(ପ୍ରାଚୀନ ପଦ୍ୟ)[ସମ୍ପାଦନା]

ଅବ୍ୟବସ୍ଥିତତା — Capriciousness.

କ୍ରୀଡ଼ାବତୀ ଚଞ୍ଚଳ ନ ଛାଡ଼ିଲେ, ବୋଧୂଁ ବିଜୟେ ଧୀରା ଧୀର ହେଲେ ଭଞ୍ଜ. ବୈଦେହୀଶବିଳାସ

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

ଶୀଘ୍ର; ତୁରନ୍ତ —-Soon.