Jump to content

ଚଞ୍ଚଳୀ

ଉଇକିଅଭିଧାନ‌ରୁ

ଚଞ୍ଚଳୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ଚଞ୍ଚଳା)

[ସମ୍ପାଦନା]
୧. ଯେଉଁ ସ୍ତ୍ରୀ ଖୁବ୍ ସ୍ଫୁର୍ତ୍ତିରେ କାର୍ଯ୍ୟ୍ୟକରେ —୧. Of active habits; very active (woman)
୨. ନିରଳସ —୨. Not lazy; brisk.