ଚଞ୍ଚା
ଦେଖଣା
ଚଞ୍ଚା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଚଞ୍ଚ୍+ ଅ+ଆ)
[ସମ୍ପାଦନା]- ୧. ବାଉଁଶ କାଠି ନିର୍ମିତ ଆସନ ବା ମୋଡ଼ା —୧. Stool made of wickerwork.
- ୨. ବାଉଁଶ କାଠି ନିର୍ମିତ ଆସନ; ଚାଞ୍ଚ; ମୁନ୍ଦୁରା; ତଳେଇ — ୨. Mat made of reeds.
- ୩. (କ୍ଷେତ୍ରରୁ ଶୃଗାଳ, କାକ ଆଦିକୁ ଭୟ ଦେଖାଇବା ନିମନ୍ତେ ବ୍ୟବହୃତ) କାଠି କୁଟାରେ ତିଆରି ମନୁଷ୍ୟା— କୃତି ମୃତ୍ତି —୩. Scare-crow.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଞ୍ଚା= ତଳେଇ ପରି ପତଳା ଥିବାରୁ)
[ସମ୍ପାଦନା]- ୧. ନଡ଼ିଆ ବାହୁଙ୍ଗା ମୂଳରେ ଥିବା ଜାଲ ଆକାରର ବଲୁକ; ଚାଞ୍ଚି —୧. A net-like thin bark at the root of a cocoanut branch.
- ୨. ଅପରିପକ୍ୱ ଆମ୍ୱଫଳର ନୂତନ କୋମଳ ଟାକୁଆ — ୨. The newly hardened stone of a newly devloped mango fruit.
- ୩. (ସଂସ୍କୃତ - ତକ୍ଷଣ) ତାଞ୍ଛିବା; ତଞ୍ଛା — ୩. Scraping.
ଅନୁବାଦ
[ସମ୍ପାଦନା]ଚଞ୍ଚା
|
ଦେଶଜ - ବିଶେଷଣ - (ସଂସ୍କୃତ - ତକ୍ଷଣ)
[ସମ୍ପାଦନା]- ୧. ଯାହା ଦେହରୁ ଚୋପାଳକୁ ତାଞ୍ଛିଥାନ୍ତି; ତଞ୍ଛା —୧. Scraped of the bark.
- ୨. ଯେଉଁ ଭୂମି ଉପରୁ ଘାସ ଆଦି ତଞ୍ଛା ହୋଇଥାଏ — ୨. (land) From which grass has been scraped off.
- ୩. ଗାଳିବିଶେଷ —୩. A term of abuse.