ଚଞ୍ଚୁର

ଉଇକିଅଭିଧାନ‌ରୁ

ଚଞ୍ଚୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚଞ୍ଚୁରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଚଞ୍ଚ୍ ଧାତୁ= ଗମନ କରିବା+କର୍ତ୍ତୃ. ଉର)[ସମ୍ପାଦନା]

ଦକ୍ଷ; ନିପୁଣ —Active; clever; expert; skilful.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ଶାଗ —A kind of pot-herb.