ଚଟଚଟ
ଦେଖଣା
ଚଟଚଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ସୁଦାହ୍ୟ ପଦାର୍ଥରେ ଚଞ୍ଚଳ ଚଞ୍ଚଳ ଅଗ୍ନି ଲାଗିବାର ଶବ୍ଦ —୧. Sound of fire setting into easily combustible materials.
- ୨. ବାହୁକୁ ଭୂମିରେ ଆଘାତ କରିବା ଓ ଚପେଟାଘାତରୁ ଜାତ ଶବ୍ଦ —୨. Sound of slapping and of striking the arms on the ground.
ମାରନ୍ତେ ଉଚ୍ଚେ ଟେକିଭୂମିରେ ବାହାପଟ, ତହିଁରୁ ଶୁଭେ ମହା ଧ୍ୱନି ଚଟ ଚଟ କୃଷ୍ଣସିଂହ, ମହାଭାରତ, ସଭା
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ଅଠାଳିଆ; ଅଠାପରି ଲାଗିବା — Gummy; sticky.
ଦେଶଜ - କ୍ରି. ବିଶେଷଣ -
[ସମ୍ପାଦନା]ଅବିଳମ୍ୱେ; ଅତି ଚଞ୍ଚଳ — Without dealy; instantly.