ଚଟଚଟା

ଉଇକିଅଭିଧାନ‌ରୁ

ଚଟଚଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଅଗ୍ନି ଜଳିବାର ଚଡ଼ ଚଡ଼ ଶବ୍ଦ —୧. Cracking of burning fire.

ତ୍ରାସେ ନୀଡ଼ ତ୍ୟଜି ପଳାଇବେ ଶୁଣି ସେ ଅନଳ ଚଟ ଚଟା ରାଧାନାଥ. ପାର୍ବତୀ


୨. ଶସ୍ତ୍ରାଦିର ସଂଘର୍ଷଣଜନିତ ଶବ୍ଦ — ୨. Clashing sound of weapons.