Jump to content

ଚଟ଼୍

ଉଇକିଅଭିଧାନ‌ରୁ

ଚଟ଼୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ଝଟିତି; ସଂସ୍କୃତ - ଚଟୁଳ+ ଚଞ୍ଚଳ)

[ସମ୍ପାଦନା]
୧. ଅତି ଶୀଘ୍ର —୧. Presently.
୨. ଝଟିତି; ଝଟ୍ —୨. Immediately; sharp.
୩. ଚଞ୍ଚଳ —୩. Quickly.

ଗୋପାଳ ବାବୁ ଭାଗବତୀ ଡ଼ାଆଣି ନାମ ଚଟ୍ ବୁଝିଗଲେ ଫକୀରମୋହନ. ଗଳ୍ପସ୍ୱଳ୍ପ