Jump to content

ଚଟାଇବା

ଉଇକିଅଭିଧାନ‌ରୁ

ଚଟାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ମେଦିନୀପୁର)କ୍ରିୟାପଦ - (ତୁଳ. ହିନ୍ଦୀ - ଚଟାନ)

[ସମ୍ପାଦନା]

(ଚଟିବା କ୍ରିୟାର ଣିଜନ୍ତରୂପ) ରଗାଇବା; ରାଗ କରାଇବା; ଉଚ୍ଚାଟିତ କରିବା — To tease; to make angry; to irritate.

ଦେଶଜ - କ୍ରି. (ଚାଟିବାର ଣିଜନ୍ତରୂପ)

[ସମ୍ପାଦନା]

ଅନ୍ୟ ବ୍ୟକ୍ତିକୁ ଚାଟିବାକୁ ବାଧ୍ୟ କରାଇବା — To cause another to lick; to cause to lap.