ଚଟି
ଦେଖଣା
ଚଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଫାରାସୀ - ଚତ୍ରୀ=ତମ୍ୱୁ, ଡେରା; କିମ୍ୱା ସଂସ୍କୃତ - ଚର)
[ସମ୍ପାଦନା]- ୧. ପାନ୍ଥଶାଳା; ପଥିକମାନଙ୍କ ବିଶ୍ରାମାର୍ଥ ମାର୍ଗନିକଟରେ ନିର୍ମିତ ଗୃହ — ୧. Rest house along a road; traveller's rest house; serai.
ଅଳ୍ପଦିନ ସ୍ଥିତି ପାଇଁ ଭବତଟି— ରାଧାନାଥ, ଦରବାର
- ୨. ଏହାକୁ ପିନ୍ଧି (ଚାଲିବାବେଳେ ଏଥିର ତଳାରେ ଗୋଇଠି ବାରଂବାର ବାଜି ଚଟ ଚଟ ଶବ୍ଦ ହେଉଥିବାରୁ) ପଛ ନ ଥିବା ଯୋତା — ୨. Slippers.
ପ୍ରାଦେଶିକ - (ବାଲେଶ୍ୱର; ମେଦିନୀପୁର) ବିଶେଷ୍ୟ -
[ସମ୍ପାଦନା]କ୍ଷୁଦ୍ର ବହି — Pamphlets; booklets.
ପ୍ରାଦେଶିକ - (ବାଲେଶ୍ୱର; ମେଦିନୀପୁର)ବିଶେଷଣ - (ତୁଳ. ବଙ୍ଗାଳୀ - ଚଟୀ)
[ସମ୍ପାଦନା]- ୧. କ୍ଷୁଦ୍ର; ଛୋଟ — ୧. Little; small.
- ୨. ସାନ; କନିଷ୍ଠ — ୨. Younger; junior.
(ଯଥା—ଚଟିବାବୁ)
- ୩. ପତଳା — ୩. Thin.
(ଯଥା—ଚଟି ବହି)