ଚଟି

ଉଇକିଅଭିଧାନ‌ରୁ

ଚଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ଚତ୍ରୀ=ତମ୍ୱୁ, ଡେରା; କିମ୍ୱା ସଂସ୍କୃତ - ଚର)[ସମ୍ପାଦନା]

୧. ପାନ୍ଥଶାଳା; ପଥିକମାନଙ୍କ ବିଶ୍ରାମାର୍ଥ ମାର୍ଗନିକଟରେ ନିର୍ମିତ ଗୃହ — ୧. Rest house along a road; traveller's rest house; serai.

ଅଳ୍ପଦିନ ସ୍ଥିତି ପାଇଁ ଭବତଟି— ରାଧାନାଥ, ଦରବାର

୨. ଏହାକୁ ପିନ୍ଧି (ଚାଲିବାବେଳେ ଏଥିର ତଳାରେ ଗୋଇଠି ବାରଂବାର ବାଜି ଚଟ ଚଟ ଶବ୍ଦ ହେଉଥିବାରୁ) ପଛ ନ ଥିବା ଯୋତା — ୨. Slippers.

ପ୍ରାଦେଶିକ - (ବାଲେଶ୍ୱର; ମେଦିନୀପୁର) ବିଶେଷ୍ୟ -[ସମ୍ପାଦନା]

କ୍ଷୁଦ୍ର ବହି — Pamphlets; booklets.

ପ୍ରାଦେଶିକ - (ବାଲେଶ୍ୱର; ମେଦିନୀପୁର)ବିଶେଷଣ - (ତୁଳ. ବଙ୍ଗାଳୀ - ଚଟୀ)[ସମ୍ପାଦନା]

୧. କ୍ଷୁଦ୍ର; ଛୋଟ — ୧. Little; small.
୨. ସାନ; କନିଷ୍ଠ — ୨. Younger; junior.

(ଯଥା—ଚଟିବାବୁ)

୩. ପତଳା — ୩. Thin.

(ଯଥା—ଚଟି ବହି)