ଚଟିଆ

ଉଇକିଅଭିଧାନ‌ରୁ

ଚଟିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଟକ)[ସମ୍ପାଦନା]

ଘରଚଟିଆ ଚଢ଼େଇ — Sparrow; martins.


ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ଖଜୁରିପତ୍ରର ବୁଣା ପଟି — A mat woven with datepalm leaves.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -[ସମ୍ପାଦନା]

ଚଟକା —Flat.