ଚଟୁତ୍ରାସ
ଦେଖଣା
ଚଟୁତ୍ରାସ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲୁହାର ଚଟୁକୁ ରଡ଼ନିଆଁରେ ଚଢ଼ାଇ କୁମୁଟି ରୋଗରେ ଫୁଲିଥିବା ଗାଲ ପାଖରେ ଦେଖାଇ ଫୁଲା— ଯାଗାକୁ ସେକିବା —Fomentation of the smotten cheek by holding a red hot ladle near it.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭୟ ବା ଲଜ୍ଜାରେ ବିବର୍ଣ୍ଣ —Pale through fear.
(ଯଥା—ଏକଥା ଶୁଣି ତା ମୁହଁ ଚଟୁତ୍ରାସ ପଡ଼ିଗଲା— ଅପର୍ଣ୍ଣା, ଦଶକୁମାରଚରିତ୍ର)