ଚଠା

ଉଇକିଅଭିଧାନ‌ରୁ

ଚଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚଠୀ—ସ୍ତ୍ରୀ)
  • (file)

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ଗାଳି)[ସମ୍ପାଦନା]

୧. ଉଦରମ୍ଭରି; ପେଟୁ — ୧. Greedy.
୨. ବିନା ନିମନ୍ତ୍ରଣରେ ଭୋଜନ ସ୍ଥାନକୁ ଯିବା (ବ୍ୟକ୍ତି) — ୨. (a person Attending a feast without invitation.
୩. ଅଇଁଠାଚଟା; ପରାନ୍ନଭୋଗୀ —୩. Slavishly living on the leavings of other's dishes.
୪. ଅତ୍ୟନ୍ତ ସ୍ୱାଦଲୋଲୁପ; ଡାହାଣା — ୪. Hankering after dainties.