ଚଡ଼କାଇବା
ଦେଖଣା
ଚଡ଼କାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଚଡ଼କେଇବା—ଅନ୍ୟରୂପ)
ଦେଶଜ - କ୍ରି. (ଧ୍ୱନ୍ୟନୂକରଣ)
[ସମ୍ପାଦନା]- ୧. ଚଡ଼କିବାର ଣିଜନ୍ତରୂପ — ୧. The causative form of Chaṟḍ̠akibā
- ୨. ଫଟାଇବା —୨. To cause to crack; to split.
- ୩. ଭୟରେ ସ୍ତମ୍ଭିତ ବା ଚମକିତ କରିବା — ୩. To startle; to alarm.
ତାହା ସଙ୍ଗତେ ସଙ୍ଗ ହୋଇଣ ଚଡ଼କ ଚଡ଼କାଇବ ଏ ସବୁରି ହଦଯାକ— କୃଷ୍ଣସିଂହ, ମହାଭାରତ, ବନ