ଚଡ଼କିକା
ଚଡ଼କିକା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି. (ଧ୍ୱନ୍ୟନୁକରଣ)[ସମ୍ପାଦନା]
- ୧. ଚଡ଼ ଚଡ଼ ଶବ୍ଦ କରିବା — ୧. To make a crackling sound.
- ୨. (ଲୁଣ ନିଆଁରେ) ଚଡ଼ ଚଡ଼ ହୋଇ ଫୁଟିବା — ୨. To crackle (said of particles of salt thrown into fire).
- ୩. (ପଟା ଆଦି) ଚଡ଼ ଚଡ଼ ହୋଇ ଫାଟିଯିବା — ୩. (planks) To be cracked.
- ୪. (ବିଜୁଳି ଆଦି) ଘନଘନ ଝଟକିବା — ୪. To flash repeatedly.
- ୫. (ମନ) ଘୋର ଗର୍ଜନାଦ ଶୁଣି ଚକିତ ବା ତ୍ରସ୍ତ ହେବା —୫. (mind) To be startled; to be alarmed.
- ୬. (କାଦୁଆ ମାଟି) ଖରାରେ ଶୁଖି ଫାଟିଯିବା — ୬. To crack (said of dried up clayey soil.)