ଚଡ଼ଚଡ଼ି
ଦେଖଣା
ଚଡ଼ଚଡ଼ି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବଜ୍ରପାତ — ୧. Stroke of lightning.
- ୨. ଚଡ଼କ; ବଜ୍ରସୂଚି; ବଜ୍ର —୨. Thunderbolt.
ଘଡ଼ ଘଡ଼ି ଉପରେ ପଡ଼ଇ ଚଡ଼ଚଡ଼ି ପ୍ରାଚୀ, ରହସ୍ୟମଞ୍ଜରୀ
[ଦ୍ରଷ୍ଟବ୍ୟ —ଘଡ଼ଘଡ଼ି=ମେଘ ଗର୍ଜନ; ଚଡ଼ଚଡ଼ି=ବଜ୍ରସୂଚି]
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -
[ସମ୍ପାଦନା](ତୁଳ. ବଙ୍ଗାଳୀ - ଚଡ଼ଚଡ଼ି)— ସନ୍ତୁଳା ତିଅଣ —A kind of curry with very little water left in it.