ଚଡ଼ନ୍

ଉଇକିଅଭିଧାନ‌ରୁ

ଚଡ଼ନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ମେଦିନୀପୁର)—ବିଶେଷ୍ୟ -[ସମ୍ପାଦନା]

୧. ଅରୋହଣ — ୧. Ascending.
୨. (ପଶ୍ୱାଦିର) ପୃଷ୍ଠରେ ଆରୋହଣ —୨. Riding.
୩. ବର୍ଦ୍ଧନ —୩. Increasing.
୪. ଜଡ଼ାଉ କାମ କରିବା; ଖଚିତ କରିବା — ୪. Mounting a gem on a metal.