ଚଡ଼ନ୍ଦାର

ଉଇକିଅଭିଧାନ‌ରୁ

ଚଡ଼ନ୍ଦାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -(ତୁଳ. ଏହି ଅର୍ଥରେ ବଂ ଓ ହି)[ସମ୍ପାଦନା]

୧. ଆରୋହୀ —୧. Riding.
୨. ଅଳଙ୍କାରରେ ଜଡ଼ାଉ କରିବା କାରିଗର —୨. An artisan who mounts gems on an ornament.
୩. ଯେଉଁ ଅଳଙ୍କାରରେ ଜଡ଼ାଉ କାମ ହୋଇଥାଏ — ୩. Mounted ornament; gem-set ornament.
୪. ଯେଉଁ ବ୍ୟକ୍ତି ବୋଝାଇମାଲାକୁ ଜଗିବା ପାଇଁ ଗାଡ଼ି, ଡଙ୍ଗା ବା ରେଳରେ ଯାଏ —୪. A passenger who accompanies the merchandises laden in a cart, boat or rail.