ଚଢ଼ାଉ

ଉଇକିଅଭିଧାନ‌ରୁ

ଚଢ଼ାଉ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଉଚ୍ଚଳନ; ପ୍ରା. ଉଚ୍ଚଢ଼ଣ)[ସମ୍ପାଦନା]

୧. ଆକ୍ରମଣ — ୧. Attack; onset.

ଏକ ଏକ ହୋଇ ରାଜପୁତ୍ରଗଣ ସଦଳେ କଲେ ଚଢ଼ାଉ— ରାଧାନାଥ, ପାର୍ବତୀ

୨. ବହୁସଂଖ୍ୟାରେ ଏକ ସ୍ଥାନରେ ପ୍ରବେଶ — ୨. Arriving at or entering a place with a large number of people.
୩. ସୈନିକଙ୍କଦ୍ୱାରା ରାଜ୍ୟାଦି ଆକ୍ରମଣ — ୩. Invasion of a kingdom by an army.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଜଗନ୍ନାଥଙ୍କ କର୍ମଚାରିବିଶେଷ; ତଡ଼ଉ — A class of record keepers of the Purī tremple.

[ଦ୍ରଷ୍ଟବ୍ୟ —ମାଦଳାପାଞ୍ଜି ଏମାନଙ୍କ ଘରେ ଥାଏ ଏମାନେ ରାଜ— ବଂଶର ଇତିହାସ ଲେଖନ୍ତି—ଜଗବନ୍ଧୁ, ପ୍ରାଚୀନ ଉତ୍କଳ]